ଉଇକିପିଡ଼ିଆ:ମାସର ବଛା ଲେଖା

(ଉଇକିପିଡ଼ିଆ:ବଛା ଲେଖାରୁ ଲେଉଟି ଆସିଛି)
ମାର୍ଚ୍ଚ ମାସର ବଛାଲେଖା

ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା (୧୮ ଜୁଲାଇ ୧୯୧୮ - ୫ ଡିସେମ୍ବର ୨୦୧୩) ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ (୧୯୯୪-୧୯୯୯) ଥିଲେ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ ।


ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଅଭିଲେଖ

ଆଗାମୀ ମାସର ବଛା ଲେଖା ଅନୁରୋଧସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଆସନ୍ତା ଏକ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନୀତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।

ମାସର ବଛା ଲେଖା ଅନୁରୋଧ, ୨୦୧୬ସମ୍ପାଦନା

ଜାନୁଆରୀ ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ:

ଫେବୃଆରୀ ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ: ହ୍ଵାଟ୍ସଅପ୍ --T3knikalteenager (ମୋ ଆଲୋଚନା) ୦୭:୦୮, ୨ ଫେବୃଆରୀ ୨୦୧୬ (IST)[reply]

N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ପ୍ରସଙ୍ଗର ନାମ: ଗାନ୍ଧୀ ତିରୋଧାନ--Aliva Sahoo ୨୩:୫୨, ୨ ଫେବୃଆରୀ ୨୦୧୬ (IST)

N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ମାର୍ଚ୍ଚ ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ: ଦୋଳପର୍ବ

N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଅପ୍ରେଲ ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ: ଓଡ଼ିଶା ବିଷୟଟି କାରଣ ଅପ୍ରେଲ ମାସରେ ଓଡ଼ିଶା ଦିବସ ପାଳନ କରାଯାଏ - ମୋର ମନୋନୀତ ବଛା ଲେଖା । -Pmsarangi (ମୋ ଆଲୋଚନା) ୧୪:୦୯, ୨୩ ମାର୍ଚ୍ଚ ୨୦୧୬ (IST)[reply]

Rajalaxmi Mishra ପ୍ରସଙ୍ଗଟିକୁ ଆର ମାସକୁ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୫୩, ୨୮ ମାର୍ଚ୍ଚ ୨୦୧୬ (IST)[reply]
ରାଜଲକ୍ଷ୍ମୀ, ଜ୍ଞାନ ଭାଇଙ୍କ ସହ ସହମତ, ମଇ ମାସର ବଛାଲେଖା ପାଇଁ ସମର୍ଥନ, ଏମିତିରେ ବି ପ୍ରସଙ୍ଗର କିଛି ଭାଗଲେଖା ବାକି ଅଛି ପରି ଲାଗୁଛି, ସେତେବେଳକୁ ସରିଯାଇଥିବ । --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)[reply]
ଠିକ୍ ଅଛି। No problem। --Rajalaxmi Mishra (ମୋ ଆଲୋଚନା) ୧୨:୩୫, ୨୮ ମାର୍ଚ୍ଚ ୨୦୧୬ (IST)[reply]
 ସମର୍ଥନ, ୟା ପର ମାସରେ ଆନି ବେସାନ୍ତ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୪୯, ୨୮ ମାର୍ଚ୍ଚ ୨୦୧୬ (IST)[reply]
 ସମର୍ଥନ --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)[reply]

ମଇ ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ:ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି ଅଥବା ହନୁମାନ ଜୟନ୍ତୀ - ମୋର ମନୋନୀତ ବଛା ଲେଖା । --Pmsarangi (ମୋ ଆଲୋଚନା) ୧୪:୧୮, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଜୁନ ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ: ଅଟାରୀ--Adyasha1994 (ମୋ ଆଲୋଚନା)

: N ବଛା ଲେଖା ନିମନ୍ତେ ଉପଯୁକ୍ତ ମାନର ପ୍ରସଙ୍ଗ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୫, ୧ ଜୁନ ୨୦୧୬ (IST)[reply]

ଜୁଲାଇ ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ:ବନ୍ଧୁତା--Abha S Pradhan (ମୋ ଆଲୋଚନା) ୦୩:୨୫, ୨୮ ମଇ ୨୦୧୬ (IST)[reply]

ଅଗଷ୍ଟ ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ:ସରବଜିତ ସିଂ--Subharajit Jena (ମୋ ଆଲୋଚନା)

ସେପ୍ଟେମ୍ବର ପାଇଁ ମନୋନୟନସମ୍ପାଦନା

ଅକ୍ଟୋବର ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ:

ନଭେମ୍ବର ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ:

ଡିସେମ୍ବର ପାଇଁ ମନୋନୟନସମ୍ପାଦନା

ପ୍ରସଙ୍ଗର ନାମ:

🔥 Top keywords: ପ୍ରଧାନ ପୃଷ୍ଠାମଡ୍ୟୁଲ:Argumentsଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଇଣ୍ଡୋନେସିଆମିଡ଼ିଆଉଇକି:Interwiki-links.jsଅମୃତାୟନଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀ୧୯୪୯ସହଯୋଗ:ବିଷୟବସ୍ତୁଜଗନ୍ନାଥଜଗନ୍ନାଥ ମନ୍ଦିରମନମୋହନ ସାମଲବିଶେଷ:ନଗଦବଦଳସାରଳା ଦାସଉତ୍କଳ ଦିବସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଓଡ଼ିଶାର ଦୋଳଯାତ୍ରାଅଞ୍ଜଳି କିସ୍କୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପବନ୍ଧୁ ଦାସଗଙ୍ଗାଧର ମେହେରଜଗନ୍ନାଥ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣଶ୍ରେଣୀ:Articles needing attention୧୩୮୪ସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟମନୋଜ ଦାସଇସଲାମ ଧର୍ମବିଶ୍ୱ ନାଟ୍ୟ ଦିବସଉଇକିପିଡ଼ିଆଲୋକ ସଭାଭୁବନେଶ୍ୱର ବେହେରାଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉପେନ୍ଦ୍ର ଭଞ୍ଜବି. ଆର. ଆମ୍ବେଦକରସ୍ୱାମୀ ବିବେକାନନ୍ଦଓଡ଼ିଶାମଧୁସୂଦନ ଦାସଗୁଜରାଟହେପାଟାଇଟିସ ସିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ସାହିତ୍ୟମଡ୍ୟୁଲ:TableToolsପ୍ରତିଭା ରାୟଲୋରାଟାଡାଇନଭାରତମାଉସବେଙ୍ଗୟୁ ଟ୍ୟୁବମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଷାହୋଲିଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓ୨୯୨କିଶୋରୀ ଚରଣ ଦାସକ୍ଲୋନିଡିନଉଇକିପିଡ଼ିଆ:Copyrightsନମିତା ଅଗ୍ରୱାଲ୧୪୦୧ଉଇକିପିଡ଼ିଆ:Signaturesନୂଆଖାଇସିଷ୍ଟର ଶ୍ରୀଦେବୀରାଜନୀତି ବିଜ୍ଞାନବ୍ରାଉଜରଅଚ୍ୟୁତାନନ୍ଦ ଦାସପଦାର୍ଥ ବିଜ୍ଞାନଉଇକିପିଡ଼ିଆ:ଆଲୋଚନା ସଭାକମ୍ବୋଡ଼ିଆ୧୬୯୫ଭାରତୀୟ ସମ୍ବିଧାନଉଇକିମିଡ଼ିଆ ଫାଉଣ୍ଡେସନଦାମୋଦର ରାଉତପ୍ରଫୁଲ୍ଲ ସାମଲକୋଣାର୍କ ସୂର୍ଯ୍ୟ ମନ୍ଦିରଯକ୍ଷ୍ମାତୁଳସୀ ଚଉରାଓଡ଼ିଆ କଥାଚିତ୍ର ଜଗତସୁଭାଷ ଚନ୍ଦ୍ର ବୋଷବନ୍ଦେ ଉତ୍କଳ ଜନନୀଟୁଇଟର୧୯୮୯ଗୋଦାବରୀଶ ମହାପାତ୍ରଚୀନନେପୋଲିୟନ ବୋନାପାର୍ଟଉଇକିପିଡ଼ିଆ:ଜାଣିବା କଥାପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଅଭିଧାନwiki.phtmlପଞ୍ଚସଖାଭୀମ ଭୋଇ୧୫୨୮ବଳରାମ ଦାସ